This browser does not support the video element.
ଭୁବନ: ସ୍ତ୍ରୀ ଚାଲିଗଲା ବାପଘରକୁ, ସ୍ଵାମୀ ଝୁଲିପଡ଼ିଲା ଫ୍ୟାନରେ ଚଣ୍ଡିପାଳ ଅସୁରବନ୍ଧ ଗାଁ ଘଟଣା
Bhuban, Dhenkanal | Mar 18, 2024
ସ୍ତ୍ରୀ ଚାଲିଗଲା ବାପଘରକୁ/ସ୍ଵାମୀ ଝୁଲିପଡ଼ିଲା ଫ୍ୟାନରେ *ଭୁବନ ତା ୧୬,୦୪,୨୪* ସ୍ବାମୀ ଙ୍କ ସାଥୀ ରେ କଳି କରି ବାପ ଘର କୁ ସ୍ତ୍ରୀ ଚାଲିଗଲା ପରେ ଶାଢ଼ୀ ସାହାଯ୍ୟ ରେ ସ୍ଵାମୀ ଝୁଲିପଡ଼ିଲା ଫ୍ୟାନରେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଞ୍ଚାୟତର ଅସୁରବନ୍ଧ ପାଟଣା ଗ୍ରାମ ନୂଆସାହିରେ । ସୂଚନାରୁ ଜଣାପଡିଛି ଯେ ନୁଆସାହିର ଅର୍ଜୁନ ବେହେରାଙ୍କ ବୟସ ୪୮ ବର୍ଷଙ୍କର ମୃତଦେହକୁ ତାଙ୍କ ବାସଭବନ ରୁ ଉଦ୍ଧାର କରିଛନ୍ତି ପରିବାର ଲୋକେ ।ତେବେ ଅର୍ଜୁନଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ଘର ଚଳେଇବା ପାଇଁ ଅନେକ ଧାର କରଜ କରିଥ