This browser does not support the video element.
ରଣପୁର: ଡିମିଶର ଗ୍ରାମରେ ବିଜୁ ଜନତା ଦଳର ସକ୍ରିୟ କର୍ମୀ ସମ୍ମିଳନୀରେ ଯୋଗଦେଲେ : ବିଧାୟକ
Ranapur, Nayagarh | Apr 16, 2024
ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡିମିଶର ଗ୍ରାମରେ ଆୟୋଜିତ ବିଜୁ ଜନତା ଦଳର ସକ୍ରିୟ କର୍ମୀ ସମିଳନୀରେ ଯୋଗଦେଲେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ । ଆୟୋଜିତ ଏହି କର୍ମୀ ସମ୍ମିଳନୀରେ କିଭଳି ଭାବରେ ରଣପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ପରିମାଣ ଭୋଟରେ ବିଜୟ ଲାଭ କରିବେ ସେନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି।