Download Now Banner

This browser does not support the video element.

ସୋରଡା: ଚାଷୀଙ୍କୁ କଲବଲ କରୁଛି ୟୁରିଆ ସାର, ଚାଷ ଜମି ଛାଡି ସୋସାଇଟି କାର୍ଯ୍ୟଳୟ ସମ୍ମୁଖରେ ବିତୁଛି ଦିନ,କେବେ ଦୂର ହେବ ଚାଷୀ ଙ୍କ ସାର ଦୁଃଖ

Surada, Ganjam | Sep 28, 2025
ଚାଷୀଙ୍କୁ କଲବଲ କରୁଛି ୟୁରିଆ ସାର, ଚାଷ ଜମି ଛାଡି ସୋସାଇଟି କାର୍ଯ୍ୟଳୟ ସମ୍ମୁଖରେ ବିତୁଛି ଦିନ,କେବେ ଦୂର ହେବ ଚାଷୀ ଙ୍କ ସାର ଦୁଃଖ ସାର ଅଭାବ ଯୋଗୁ ରାଜରାସ୍ତାରେ ଚାଷୀ, ନିଜ ଚାଷ ଜମି ଛାଡି ଦିନ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ସୋସାଇଟି କାର୍ଯ୍ୟଳୟ ସମ୍ମୁଖରେ ଅପେକ୍ଷାରେ ହଜାର ହଜାର ଚାଷୀ,ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ସୋରଡ଼ା ବ୍ଲକ ଅନ୍ତର୍ଗତ ସୁରମଣୀ ପଞ୍ଚାୟତ ସୋସାଇଟି ସମବାୟ ସମିତି ରୁ.ଏହି ସେବା ସମବାୟ ସମିତି ଉପରେ ନିର୍ଭର କରନ୍ତି ତିନୋଟି ପଞ୍ଚାୟତ ର ଚାଷୀ.ବର୍ତମାନ ସମୟରେ ଚାଷୀ ଙ୍କୁ ସାର ର ଆବଶ୍ୟକ ଥିବା ବେଳେ ଚାଷୀଙ୍କୁ ମିଳୁନି ସାର.
Read More News
T & CPrivacy PolicyContact Us