Download Now Banner

This browser does not support the video element.

ରଣପୁର: ଡ଼ମସାହିରେ ରଣପୁର ବ୍ଲକ୍ ବିଜୁ ଜନତା ଦଳର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ନେଇ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Ranapur, Nayagarh | Mar 22, 2024
ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଡ଼ମସାହି ଗ୍ରାମର ବିଜୁ ଜନତା ଦଳର ପାର୍ଟି ଅଫିସ ପରିସରରେ ରଣପୁର ବ୍ଲକ୍ ବିଜୁ ଜନତା ଦଳର ସମସ୍ତ ଗ୍ରାମ ପଞ୍ଚାୟତ ଓ ସମିତିସଭ୍ୟ ମାନଙ୍କୁ ନେଇ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ନେଇ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଯୋଗଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଜୁ ଜନତା ଦଳର ସଭାପତି ସଚ୍ଚିକାନ୍ତ ଷଡ଼ଙ୍ଗୀ, ରଣପୁର ବ୍ଲକ୍ ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା ଯୋଗଦେଇଥିଲେ।
Read More News
T & CPrivacy PolicyContact Us