Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ସାନକେରକୋ କୁ ବ୍ଳକ ଗଠନ ଦାବୀକରି ବାରିପଦାରେ ଜିଲ୍ଲାପାଳଙ୍କୁ ଦାବିପତ୍ର; ପ୍ରତିକ୍ରିୟା ଦେଲେ ବାରିପଦା ବିଧାୟକ ଓ କଂଗ୍ରେସ ନେତା

Baripada M, Mayurbhanj | Sep 1, 2025
ବଡସାହି ବ୍ଲକକୁ ବିଭାଜନ କରି ଅଦିବାସୀ ଅନୁଷ୍ଠିତ ଅଞ୍ଚଳ ସାନକେରକୋ କୁ ଏକ ନୂତନ ବ୍ଲକ ଗଠନ ଦେବି ନେଇ ବିଧାୟକ ସମେତ ସ୍ଥାନୀୟ ସମସ୍ତ ଦଳର ଜନ ପ୍ରତିନିଧୀ ମାନେ ବାରିପଦାରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ସୋମବାର ଅପରାହ୍ନ ୫ଟାରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏନେଇ ସେଠାରେ ବାରିପଦା ବିଧାୟକ ପ୍ରକାଶ ସୋରେନ ଓ କଂଗ୍ରେସ ନେତା ପ୍ରକାଶ କରମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି।
Read More News
T & CPrivacy PolicyContact Us