ଭଟଲି: ଭଟଲୀ ଅବକାରୀ ବିଭାଗ ତରଫରୁ ଚଢାଉ କରାଯାଇ ଗତକାଲୀ ସଂନ୍ଧ୍ଯାରେ ଅନ୍ତପାଲୀ ଗ୍ରାମରୁ ଜଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କଲା ଅବକାରୀ ବିଭାଗ