Download Now Banner

This browser does not support the video element.

ଯାଜପୁର: ସବୁ ଦେଖି ବି ନଜର ଦେଉନଥିଲା ଜିଲ୍ଲାପ୍ରଶାସନ,ଗୋଖାନା ରାସ୍ତାକୁ ନିଜସ୍ୱ ଉଦ୍ୟମରେ ମରାମତି କଲେ ୱାର୍ଡମେମ୍ବର ଓ ଗ୍ରାମବାସୀ

Jajapur, Jajpur | Sep 6, 2025
ସବୁ ଦେଖି ବି ନଜର ଦେଉନଥିଲା ଜିଲ୍ଲାପ୍ରଶାସନ,ଗୋଖାନା ରାସ୍ତାକୁ ନିଜସ୍ୱ ଉଦ୍ୟମରେ ମରାମତି କଲେ ୱାର୍ଡମେମ୍ବର ଓ ଗ୍ରାମବାସୀ l ଆମେ କହୁଛୁ ଯାଜପୁର ସହରକୁ ସଂଯୋଗ କରୁଥିବା ଯାଜପୁର ବ୍ଲକ୍ ଅନ୍ତର୍ଗତ ଗୋଖାନା ଅଞ୍ଚଳ କଥା। ଗୋଖନା ଛକଟି ବଡ଼ବଡ଼ ଗର୍ତ୍ତ ଓ ଖାଲଖମାରେ ଭର୍ତ୍ତି ହୋଇଥିଲା। ଫଳରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ଯଦ୍ୱାରା ପ୍ରତ୍ୟେକ ଦିନ ବଢୁଥିଲା ଦୁର୍ଘଟଣା l ଯେଉଁଥିରେ ଅନେକ ଲୋକ ଆହତ ମଧ୍ୟ ହେଉଥିଲେ l ହେଲେ ପ୍ରଶାସନ ଏହି ରାସ୍ତା ଉପରେ ନଜର ପକାଇ ଏଡାଇ ଦେଇ ଚାଲିଯାଉଥିଲା।
Read More News
T & CPrivacy PolicyContact Us