This browser does not support the video element.
ସୁନ୍ଦରଗଡ ସହର: ବିକାଶ ଭବନରେ ଜିଲ୍ଲା ସ୍ତରୀୟ "ଆଦି କର୍ମଯୋଗୀ ଅଭିଯାନ" ଓରିଏଣ୍ଟେସନ୍ ବୈଠକ ଅନୁଷ୍ଠିତ
Sundargarh Town, Sundargarh | Aug 30, 2025
ଆଜି ଅଗଷ୍ଟ 30 ତାରିଖ ଅପରାହ୍ନ 3 ଟାରେ ପ୍ରଧାନ ମନ୍ତ୍ରୀଙ୍କ ମାନସ ସନ୍ତାନ "ଆଦି କର୍ମଯୋଗୀ ଅଭିଯାନ" ଉପରେ ଏକ ଜିଲ୍ଲାସ୍ତରୀୟ ଆଭି ମୁଖୀକରଣ ବୈଠକ ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିକାଶ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA), ସୁନ୍ଦରଗଡ଼ର ପ୍ରକଳ୍ପ ପ୍ରଶାସକ ଶ୍ରୀ ଧୀରେନ୍ଦ୍ର କୁମାର ସେଠୀ ସମସ୍ତଙ୍କୁ "ଆଦି କର୍ମଯୋଗୀ ଅଭିଯାନ"ର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେ। ଏହି ଅଭିଯାନ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ। ଏହି ଅଭିଯାନ ର ଲକ୍ଷ