Download Now Banner

This browser does not support the video element.

ମୋହନା: ଗଞ୍ଜେଇ ଚୋରା ଚାଲାଣ ବେଳେ ମୋହନା କଲେଜ ଛକ ରୁ ୧୪ କେଜି ଗଞ୍ଜେଇ ସହ ଦୁଇ ମହିଳା ଗିରଫ।

Mohana, Gajapati | Aug 22, 2025
ଗଞ୍ଜେଇ ଚୋରା ଚାଲାଣ ପାଇଁ ବସ୍ କୁ ଅପେକ୍ଷା କରିଥିବା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ l ଗଜପତି ଜିଲ୍ଲା ମୋହନା ଅବକାରୀ ବିଭାଗର କିଛି କର୍ମଚାରୀ ପେଟ୍ରୋଲିଂ କରୁଥିବା ବେଳେ ମୋହନା କଲେଜ୍ ଛକ ଓ ଅଡବା ଥାନା ଝିଲିକି ନିକଟରୁ ୧୪ କେଜି ଗଞ୍ଜେଇ ସହ ଦୁଇ ମହିଳାଙ୍କୁ ଗିରଫ କରିଛି l ଅଭିଯୁକ୍ତମାନେ ବ୍ରାହ୍ମଣୀ ଗାଁ ଅଂଚଳ ବୋଲି ଜଣାପଡିଛି l ଯାହାକୁ ନେଇ ଆଜି ଅପରାହ୍ନ ତିନିଟା ସମୟରେ ଅବକାରୀ ବିଭାଗ ପକ୍ଷରୁ ସୂଚନା
Read More News
T & CPrivacy PolicyContact Us