Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଏସଆଇ ପରୀକ୍ଷାରେ ଜାଲିଆତି ନେଇ ଆଚାର୍ଯ୍ୟବିହାରରେ ସାମ୍ବାଦିକ ସମ୍ମିଳନୀରେ ସିବିଆଇ ତଦନ୍ତ ଦାବି କଲେ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ
Bhubaneswar M Corp, Khordha | Oct 1, 2025
ଏସଆଇ ପରୀକ୍ଷାରେ ଜାଲିଆତି ମାମଲା ସିବିଆଇ ତଦନ୍ତ ଦାବି କଲେ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ | ସେ କହିଛନ୍ତି ୧୬ ମାସରେ ୧୬ଟି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହେଲାଣି । ନିଜେ ସରକାର ଏଥିରେ ସାମିଲ ଥାଇ କିପରି କ୍ରାଇମବ୍ରାଞ୍ଚ ତଦନ୍ତରୁ ଫଳ ବାହାରିବ ବୋଲି ପ୍ରଶ୍ନ କରିଛି ବିଜୁ ଯୁବ ଜନତା ଦଳ । ରାଜରାସ୍ତାକୁ ଓହ୍ଲାଇ ଜୋରଦାର ପ୍ରତିବାଦ ଓ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ |
Share
Read More News
T & C
Privacy Policy
Contact Us
Your browser does not support JavaScript!