Download Now Banner

This browser does not support the video element.

ଯାଜପୁର ରୋଡ: ବର୍ତ୍ତଣ୍ଡା ଗ୍ରାମରୁ ନାବାଳିକା ଅପହରଣ ଥାନାରେ ଅଭିଯୋଗ

Jajapur Road, Jajpur | Mar 13, 2024
ସୁକିନ୍ଦା ଥାନା ଅନ୍ତର୍ଗତ ବର୍ତ୍ତଣ୍ଡା ଗ୍ରାମରୁ ଜଣେ ନାବାଳିକାକୁ ଅପହରଣ କରାଯାଇଥିବା ନେଇ ପରିବାର ବର୍ଗଙ୍କ ପକ୍ଷରୁ ବୁଧବାର ସନ୍ଧ୍ୟା 6 ଘଟିକା ସମୟରେ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ମୁତାବକ ବର୍ତ୍ତଣ୍ଡା ଗ୍ରାମର ଜଗତ କୁମାର ରାଉତଙ୍କ ନାବାଳିକା ଝିଅ ସନ୍ଧ୍ୟାରାଣୀ ରାଉତଙ୍କୁ ଗ୍ରାମର ସତ୍ୟଜିତ୍ ସାହୁ ଅପହରଣ କରିନେଇଥିବା ନେଇ ଜଗତ କୁମାର ରାଉତ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
Read More News
T & CPrivacy PolicyContact Us