Download Now Banner

This browser does not support the video element.

କେନ୍ଦ୍ରାପଡା: କଳସପୁର ପଂଚାୟତରେ ବିଧବାମହିଳା ସୁକାନ୍ତି ଦାସ ସରକାରୀ ବାସଗୃହରୁ ବଞ୍ଚିତ,ହତାଶ ହୋଈ କଳସପୁର ଗାଁରେ ରଖିଲେ ପ୍ରତିକ୍ରିୟା

Kendrapara, Kendrapara | Aug 23, 2025
ସରକାରି ବାସଗୃହ ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ପ୍ରସାଶନିକ ଉଦାସୀନତାର ଶିକାର ହୋଇଛନ୍ତି କଳସପୁର ଗ୍ରାମର ବିଧବା ମହିଳା ସୁକାନ୍ତି ଦାସ l ଏ ନେଇ ସେ ନ୍ୟାୟ ପାଇଁ ଗଣମାଧ୍ୟମ ଜରିଆରେ କଳସପୁର ଗ୍ରାମରେ ସେ ପ୍ରତିକ୍ରିୟା ରଖିଛନ୍ତି l
Read More News
T & CPrivacy PolicyContact Us