This browser does not support the video element.
କୋରାପୁଟ ସହର: ଜଲା ହଞ୍ଜର ପଞ୍ଚାୟତ ସଦର ମହକୁମା ଠାରେ ବିକାଶ ବାହନ ରଥର ଶୁଭାରମ୍ଭ
Koraput Town, Koraput | Jun 17, 2025
କୋରାପୁଟ ଜିଲ୍ଲା ଲମତାପୁଟ ବ୍ଳକ ଜଲା ହଞ୍ଜର ପଞ୍ଚାୟତ ସଦରମହକୁମା ଠାରେ ବିକାଶ ବାହନ ରଥର ଶୁଭାରମ୍ଭ ହୋଇଯାଇଛି। ଆଜି ଦିନ ୧୨ଘଣ୍ଟା ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ୍ ସ୍ତରୀୟ ଅଧିକାରୀ ଏବଂ ପଞ୍ଚାୟତ ଜନପ୍ରତିନିଧି ଉପସ୍ଥିତ ଥିଲେ। ପଞ୍ଚାୟତର ବିଭିନ୍ନ ଗ୍ରାମରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୁର୍ତି ଅବସରରେ ହୋଇଥିବା ଉଲ୍ଲେଖନୀୟ ସଫଳତା ଉପରେ ଲୋକଙ୍କୁ ସଚେତନ କରାଇବ ବିକାଶ ବାହାନ ରଥ। ଏହି ଅବସରରେ ପଞ୍ଚାୟତରେ ନୁତନ ହିତାଧିକାରୀଙ୍କୁ ଭତ୍ତା, ଆବାସ ଯୋଜନା ପ୍ରଦାନ କରାଯିବା ସହ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।