Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଚନ୍ଦ୍ରଶେଖରପୁର ଅଞ୍ଚଳରୁ ବଜ୍ରକାପ୍ତା କାତି ଜବତ, ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ

Bhubaneswar M Corp, Khordha | Aug 26, 2025
ଚନ୍ଦ୍ରଶେଖରପୁର ଅଞ୍ଚଳରୁ ବଜ୍ରକାପ୍ତା କାତି ଜବତ, ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ STF | କ୍ରାଇମବ୍ରାଞ୍ଚ STF କବ୍‌ଜାରେ ବଜ୍ରକାପ୍ତା ବେପାରୀ। ବୌଦ୍ଧରୁ ଆଣି ଭୁବନେଶ୍ବରରେ ବିକୁଥିବା ବେଳେ ମାଡ଼ିବସିଲା ଏସଟିଏଫ। ଲକ୍ଷାଧିକ ଟଙ୍କାର ବଜ୍ରକାପ୍ତା ଅଙ୍ଗ ଜବତ ସହ ଅଭିଯୁକ୍ତ ଗିରଫ। ଗିରଫ ବ୍ୟକ୍ତି ହେଲେ ବୌଦ୍ଧ ଜିଲ୍ଲା ଗୋଛାବାଡର ସ୍ବାଭିମାନ ନାୟକ। ସେ ଜୀବନ୍ତ ବଜ୍ରକାପ୍ତା ମାରି ତାର କାତି ବାହାର କରି ବିକ୍ରି କରୁଥିଲା। ଏହାର ସୂଚନା ପାଇ ଏସଟିଏଫ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରିଥିଲା।
Read More News
T & CPrivacy PolicyContact Us