This browser does not support the video element.
ପାରଳାଖେମୁଣ୍ଡି: ଖାରଡ଼ା ଗ୍ରାମରେ ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ।
Paralakhemundi, Gajapati | Aug 27, 2025
ଖାରଡ଼ା ଗ୍ରାମରେ ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ। ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଅନ୍ତର୍ଗତ ଖାରଡ଼ା ଗ୍ରାମରେ ବଜ୍ରାଘାତରେ ଜଣେ 50 ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ମହିଳା ଜଣଙ୍କ ହେଲେ ବି ପାର୍ବତୀ ବୋଲି ଜାଣିବାକୁ ମିଳିଛି। ସୂଚନା ପ୍ରକାରେ ମହିଳା ଜଣଙ୍କ ବିଲକୁ କାମ କରିବା ପାଇଁ ଯାଇ ଥିଲେ। ହେଲେ ସନ୍ଧ୍ୟା ପ୍ରାୟ ପାଞ୍ଚଟା ତିରିଶି ବେଳେ କଳା ମେଘ ସହ ବର୍ଷା ଘଡଘଡି ହୋଇ ଥିଲା। ଯାହା ଫଳରେ ବଜ୍ରାଘାତ ରେ ମହିଳା ଜଣଙ୍କ ଟଳି ପଡିଥିବା ବେଳେ ପରିବାର ଲୋକେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷ