Install App
basantabiridi1972
This browser does not support the video element.
ବିରିଡି: ଗୁରୁବାରପୂର୍ବାହ୍ନ ୧୧ଟା ରେ ଶଙ୍ଖାରିସାହିନଦୀ ପଠାରେ ମହିଷିଚରୁଥିବାସମୟରେଏକବିଷଧର ସର୍ପଦଂଶନ କରିବାରୁ ମହିଁଷି ର ମୃତ୍ୟୁ ଘଟିଛି l
Biridi, Jagatsinghpur | Mar 28, 2024
ଶଙ୍ଖାରିସାହି ଗ୍ରାମର ଅନୁଆ ବେହେରା ଙ୍କ ମହିଷି ଶଙ୍ଖାରିସାହି ନଦୀପଠାରେ ଚରୁଥିବା ସମୟରେ ଏକ ବିଷଧର ସର୍ପ ଦଂଶନ କରିଥିଲା ଫଳରେ ଉକ୍ତ ମହିଷି ଟି ର ମୃତ୍ୟୁ ଘଟିଥିବା ସୂଚନା ମିଳିଛି l ଏହି ଘଟଣା ଗୁରୁବାର ପୂର୍ବାହ୍ନ ୧୧ଘଟିକାରେ ଘଟିଥିବାବେଳେ ସ୍ଥାନୀୟ ଆର ଆଇ ପହଂଚି ତଦନ୍ତ କରିଥିଲେ ଏବଂ ଭି ଏ ଏସ ପହଂଚି ପୋଷ୍ଟମଟମ କରିଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!