Download Now Banner

This browser does not support the video element.

ଅମ୍ବାଭୋନା: ଅମ୍ବାଭୋନା ଏବଂ ଝାରପାଲୀ ଗ୍ରାମର ସାର୍ବଜନୀନ ଦୁର୍ଗାପୁଜାରେ ଆଜି ଯୋଗଦେଇ ମାଁ ଙ୍କ ଦର୍ଶନ କଲେ ଭଟଲୀ ବିଧାୟକ

Ambabhona, Bargarh (Baragarh) | Sep 30, 2025
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଅମ୍ବାଭୋନା ଏବଂ ଝାରପାଲୀ ଗ୍ରାମର ସାର୍ବଜନୀନ ଦୁର୍ଗାପୁଜାରେ ଆଜି ଅପରାହ୍ନ 4 PM.ରେ ଅମ୍ବାଭୋନା ତଥା 5 PM.ରେ ଝାରପାଲୀ ସାର୍ବଜନୀନ ଦୁର୍ଗାପୁଜା ରେ ଯୋଗଦାନ କରି ମାଁ ଙ୍କ ଦର୍ଶନ କରିଥିଲେ ଏବଂ ଉପସ୍ଥିତ ଭକ୍ତ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରିଥିଲେ ।
Read More News
T & CPrivacy PolicyContact Us