This browser does not support the video element.
ଯାଜପୁର: ବ୍ୟାସ ସରୋବର ପର୍ଯ୍ୟଟନ ସ୍ଥଳୀ ନିକଟରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଗୋରୁ ବୋଝେଇ ପିକ୍ ଗାଡି ଜବତ,ପୋଲିସକୁ ଦେଲେ ଜିମା
Jajapur, Jajpur | Oct 1, 2025
ବ୍ୟାସ ସରୋବର ପର୍ଯ୍ୟଟନ ସ୍ଥଳୀ ନିକଟରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଗୋରୁ ବୋଝେଇ ପିକ୍ ଗାଡି ଜବତ,ପୋଲିସକୁ ଦେଲେ ଜିମା l ଆଜି ସ୍ଥାନୀୟ ଅଂଚଳର ଜନୈକ ବ୍ୟକ୍ତି ଏକ ପିକ୍ ଗାଡ଼ିରେ ଗୋରୁ ଓ ଷଣ୍ଢ ନେଇକି ଯାଉଥୁବା ସ୍ଥାନୀୟ ଲୋକେ ସୂଚନା ପାଇଥିଲେ l ଏଥିସହିତ ତୁରନ୍ତ ଘଟଣା ସ୍ଥଳରେ ପହଂଚି ବେଆଇନୀ ଗୋରୁ ଓ ଷଣ୍ଢ ବୋଝେଇ ଗାଡିକୁ ଅଟକ ରଖିଥିଲେ l ସେପଟେ ଖବର ପାଇ ଯାଜପୁର ରୋଡ ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡିକୁ ଜବତ କରି ଥାନାକୁ ନେଇ ଯାଇଥିବା ସୂଚନା ମିଳିଛି l