This browser does not support the video element.
ହିଞ୍ଜିଳି: ହିଞ୍ଜିଳି କାଟୁ ମିଶନ ଶକ୍ତି ଗୋଷ୍ଠୀ ସହାୟକ ସଙ୍ଘ ପକ୍ଷରୁ ପାଞ୍ଚ ଦଫା ଦାବି ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରେ ଗଣଧାରଣା
Hinjili, Ganjam | Sep 22, 2025
ହିଞ୍ଜିଳି କାଟୁ ମିଶନ ଶକ୍ତି ଗୋଷ୍ଠୀ ସହାୟକ ସଙ୍ଘ ପକ୍ଷରୁ ପାଞ୍ଚ ଦଫା ଦାବି ନେଇ ବ୍ଲକ ସମ୍ମୁଖରେ ରେ ଗଣଧାରଣା.ରାଜ୍ୟରେ ବଦଳିଛି ସରକାର,ଆଉ ବଦଳିଛି ନୀତି,ଯାହାକୁ ନେଇ ଆଜି ହିଞ୍ଜିଳି କାଟୁ ବ୍ଲକ କାର୍ଯ୍ୟରତ ମିଶନ ଶକ୍ତି ମହିଳା ମାନେ ନିଜର ପାଞ୍ଚ ଦଫା ଦାବିନେଇ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଗଣ ଧାରଣା ଦେଇଛନ୍ତି.ବର୍ତ୍ତମାନ ସରକାର ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରି ଅନୁକମ୍ପା ଦେଖାଉଥିବା ବେଳେ ନିଜର ପାରିଶ୍ରମିକ ରାଶି ପ୍ରଦାନ ସହ ସ୍ଥାୟୀ ନିଯୁକ୍ତି ନେଇ ଗଣ ଧାରଣା ଦିଆଯାଇଛି।