Download Now Banner

This browser does not support the video element.

ପରଜଙ୍ଗ: ଅବକାରୀ ବିଭାଗ ଚଢ଼ାଉରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୫ଜଣ ମଦ ବ୍ୟବସାୟୀ ଗିରଫ ୩୦୦ ଲିଟରରୁ ଉର୍ଦ୍ଧ ମହୁଲି ମଦ ସହ ଗୋଟିଏ ବାଇକ୍ ଜବତ

Parajang, Dhenkanal | Sep 8, 2025
ଅବକାରୀ ବିଭାଗ ଚଢ଼ାଉରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୫ଜଣ ମଦ ବ୍ୟବସାୟୀ ଗିରଫ ୩୦୦ ଲିଟର ରୁ ଉର୍ଦ୍ଧ ମହୁଲି ମଦ ସହଗୋଟିଏ ବାଇକ୍ ଜବତ ଢେଙ୍କାନାଳ ଜିଲ୍ଲା ଅବକାରୀ ପକ୍ଷରୁ ଜିଲ୍ଲାର ବିଭିନ୍ନ ସୋମବାର ସକାଳ ୧୦ଟାରୁ ରାତି ପର୍ଯ୍ୟନ୍ତ ଚଢ଼ାଉ କରଯାଇଥିଲା। ଚଢ଼ାଉ କରି ୫ ଜଣ ମଦ ବ୍ୟବସାୟୀକୁ ଗିରଫ ସହ ସେମାନଙ୍କ ଠାରୁ ୩୦୦ ଲିଟର ରୁ ଉର୍ଦ୍ଧ ମହୁଲି ମଦ ଓ ଗୋଟିଏ ବାଇକ ଜବତ କରାଯାଇଛି ବୋଲି ବିଭାଗର ପକ୍ଷରୁ ସୋମବାର ରାତି ୧୦ଟା ୩୦ ରେ ସୁଚନା ମିଳିଛି। ଏଥି ସହ ବିପୁଳ ପରିମାଣରେ ମହୁଲ ପୋଚ ଓ ମଦରେ ବ୍ୟବହୃତ ସାମଗ୍ରୀକୁ ନଷ୍ଟ କରିଛି ଅବକାରୀ ପୋଲିସ
Read More News
T & CPrivacy PolicyContact Us