Download Now Banner

This browser does not support the video element.

ଯାଜପୁର: କମ୍ୟୁନିଟି ହେଲଥ ସେଣ୍ଟର ଓ ବିଭିନ୍ନ ଡାକ୍ତରଖାନାର ସମସ୍ୟାକୁ ନେଇ କୋରେଇ ବ୍ଲକ କାର୍ଯ୍ୟାଳୟରେ ପ୍ରତିକ୍ରିୟା ଦେଲେ ସିଡିଏମଓ

Jajapur, Jajpur | Aug 25, 2025
କମ୍ୟୁନିଟି ହେଲଥ ସେଣ୍ଟର ଏଵଂ ବିଭିନ୍ନ ଡାକ୍ତର ଖାନାର ସମସ୍ୟାକୁ ନେଇ କୋରେଇ ବ୍ଲକ କାର୍ଯ୍ୟାଳୟରେ ପତିକ୍ରିୟା ଦେଲେ ସିଡିଏମଓ ପ୍ରକାଶ କୁମାର ମିଶ୍ର l ପ୍ରକାଶ ଯୋଗ୍ୟ ଏବେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ଫାର୍ମାସିଷ୍ଟ ସମସ୍ୟା ଦେଖିବାକୁ ମିଳୁଛି l ଏଥିସହିତ ବିଭିନ୍ନ କମ୍ୟୁନିଟି ହେଲଥ ସେଣ୍ଟର କାର୍ଯ୍ୟ ସରିବାରେ ନାଁ ଧରୁନାହିଁ l ଏହି ସମସ୍ୟାର ସମାଧାନକୁ ନେଇ ଗଣମାଧ୍ୟମକୁ ସୂଚନା ଦେଲେ ସିଡ଼ିଏମଓ ଶ୍ରୀ ମିଶ୍ର
Read More News
T & CPrivacy PolicyContact Us