Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଗର୍ଭବତୀ ହେବା ପରେ ଯୁବତୀଙ୍କୁ ପ୍ରତାରଣା କରିଥିବା ଅଭିଯୁକ୍ତଙ୍କୁ ଜିଲ୍ଲା କୋର୍ଟରେ ୧୦ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଜଜ

Nabarangapur PS, Nabarangpur | Aug 30, 2025
ଗର୍ଭବତୀ ହେବା ପରେ ଯୁବତୀଙ୍କୁ ପ୍ରତାରଣା କରିଥିବା ଅଭିଯୁକ୍ତଙ୍କୁ ଜିଲ୍ଲା କୋର୍ଟରେ ୧୦ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଜଜ ବିବାହର ପ୍ରତିଶ୍ରୁତ ଦେଇ ଯୁବତୀ ୪ ମାସ ଗର୍ଭବତୀ ହେବା ପରେ ପ୍ରତାରଣା ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲାଜଜ୍ ଓ ପକୋସ୍ ଜଜ୍ ବାସୁଦେବା ଆଚାର୍ଯ୍ୟ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମକାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ଜଣକ ରାଇଘର ଥାନା ପଖନାପାରା ଗାଁର ଶଗାରାମ ଗଣ୍ଡ । ତାଙ୍କୁ ୧୦ବର୍ଷ ସଶ୍ରମକାରାଦଣ୍ଡ ସହିତ ତାଙ୍କ ଠାରୁ ୫ହଜାର ଟଙ୍କା ଜରିମନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
Read More News
T & CPrivacy PolicyContact Us