This browser does not support the video element.
ପାଟଣାଗଡ: ସ୍ଥାନୀୟ ଉପଖଣ୍ଡଡ଼ାକ୍ତରଖାନାରେ ପସିଲା ବର୍ଷା ପାଣି ରୋଗୀ ବେହାଲ
Patnagarh, Balangir | Sep 2, 2025
ମଙ୍ଗଳବାର ସନ୍ଧ୍ୟାରେ ପାଟଣାଗଡ଼ ରେ ପ୍ରବଳ ବର୍ଷା ହୋଇଛି ବର୍ଷା ଜଳ ଉପଖଣ୍ଡ ଡ଼ାକ୍ତରଖାନା ଭିତରକୁ ପଶି ଯିବାରୁ ରୋଗୀ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇ ଛନ୍ତି ଆବଶ୍ୟକ ଡ୍ରେନ ବ୍ୟବସ୍ଥା ନ ଥିବାରୁ ଏହି ପରିସ୍ଥିତି ସୃଷ୍ଟି ହେଉଛି ପୁଣି ଆଲୋକ ନଥିବାରୁ ଡ଼ାକ୍ତର ରୋଗୀ ଙ୍କୁ ଅନ୍ଧାରରେ ଚିକିତ୍ସା କରୁଥିବା ର ଦେଖିବଖକୁ ମିଲିଥିଲା ।