Install App
rabindranath0321
This browser does not support the video element.
ରାୟଗଡା: ଗୁଣପୁର ନିର୍ବାଚନ ମଣ୍ଡଳୀ ର ରାମନାଗୁଡ଼ା ବ୍ଲକ ଚାକୁଣ୍ଡା ହାଟ ପଦା ପରିସରରେ କଂଗ୍ରେସ ର କର୍ମୀ ସମ୍ମିଳନୀ ଅନୁଷ୍ଠିତ ,ଯୋଗଦେଲେ ବିଧାୟକ
Rayagada, Rayagada | Aug 30, 2025
ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଚାକୁଣ୍ଡା ହାଟ ପଦା ପରିସରରେ କଂଗ୍ରେସ ର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ବିଧାୟକ ଯୋଗ ଦେଇ ସମସ୍ତ କର୍ମୀ ଙ୍କ ସମସ୍ୟା ବୁଝିବା ସହ ଗାଁ ମାନଙ୍କ ସମସ୍ୟା ସହ ଲୋକଙ୍କ ସମସ୍ୟା ବୁଜିବ କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!