Download Now Banner

This browser does not support the video element.

ବଡସାହି: ଆନ୍ତଃଜିଲ୍ଲା ବାଇକଚୋର ରାକେଟର ପର୍ଦାଫାଶ ନେଇ ବୈଶିଙ୍ଗାଥାନା ଅଭ୍ୟର୍ଥନା ଗୃହରେ ପ୍ରେସମିଟ ଜରିଆରେ ସୂଚନାଦେଲେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ

Barsahi, Mayurbhanj | Aug 28, 2025
ବୈଶିଙ୍ଗା ଥାନା ଇଲାକାରେ ବିଶେକରି ଡାହିବାଡି ସାପ୍ତାହିକ ହାଟ ସମେତ ବିଭିନ୍ନ ସ୍ଥାନରୁ କ୍ରମାଗତଭାବେ ବାଇକଚୋରି ଘଟଣା ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଏକ ଆନ୍ତଃଜିଲ୍ଲା ବାଇକ ଚୋରି ରାକେଟର ପର୍ଦାଫାଶ କରିବା ସହିତ ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରୁ ୯ଟି ବାଇକ ଏବଂ ଅନ୍ୟାନ୍ୟ ଚୋରି ସାମଗ୍ରୀ ଜବତ ସମେତ ଦୁଇଜଣ କୁଖ୍ୟାତ ଚୋରଙ୍କୁ ଗିରଫ ଘଟଣାରେ ପ୍ରେସମିଟ କରାଯାଇଛି l
Read More News
T & CPrivacy PolicyContact Us