This browser does not support the video element.
କଣ୍ଟାମାଳ: ଜଡ଼ାପାଳ ଜଙ୍ଗଲରୁ ଦେଶୀ ମଦ ଜବତ ସହ ମହୁଲ ପୋଚ ନଷ୍ଟ
Kantamal, Boudh (Bauda) | Aug 26, 2025
ଜଡ଼ାପାଳ ଜଙ୍ଗଲ ରୁ ଦେଶୀ ମଦ ଜବତ ଶହ ମହୁଲପୋଚ ନଷ୍ଟ ଆଜି କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ବାଉଶୁଣି ଥାନା ଜଡ଼ାପାଳ ଜଙ୍ଗଲରେ ଅବକାରୀ ବିଭାଗ ର ଚଢ଼ାଉ ବିପୁଳ ମହୁଲ ପୋଚ ନଷ୍ଟ ଶହ ମଦ ଜବତ ସୂଚନା ମତେ ଏହି ଜଙ୍ଗଲ ରେ ବେଆଇନ ଭାବରେ ଦେଶୀ ମଦ ଆଡା ରହିଥିବା ଅବକାରୀ ବିଭାଗ ଆଜି ଖବର ପାଇ ଏକ ଟିମ ଚଢ଼ାଉ କରିଥିଲା I ଘଟଣା ସ୍ଥଳରୁ 25ଲିଟର ଦେଶୀ ମଦ ଜବତ ସହ 250kg ମହୁଲ ପୋଚ ନଷ୍ଟ କରିବା ଶହ ଏକ ମାମଲା ରୁଜୁ କରି ତଦନ୍ତ ନେଇ ରାତି 7ଘଣ୍ଟା ସମୟ ରେ ଅବକାରୀ ବିଭାଗ ର ସୂଚନା ଏହି ଛଡାଉ 3ଘଣ୍ଟା ସମୟ ରେ ହୋଈଥିବା ଜଣାପଡୁଛି I