Download Now Banner

This browser does not support the video element.

ବୌଦ୍ଧ ସଦର: ହରଭଙ୍ଗା ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କଲେ ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ

Baudh Sadar, Boudh (Bauda) | Sep 7, 2025
ରବିବାର ଦିନ ବୌଦ୍ଧ ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ ହରଭଙ୍ଗା ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀ ଭୋଇ ହରଭଙ୍ଗା ବ୍ଲକ ସିଙ୍ଘାଣୀବିଡା ଗ୍ରାମରେ ହେବାକୁ ଥିବା ବନୀକରଣ କାର୍ଯ୍ୟକ୍ରମ ପାଇଁ ଗାତ ଖୋଳା କାର୍ଯ୍ୟର ଅନୁଧ୍ୟାନ କରିଥିଲେ | ପରିଦର୍ଶନ ସମୟରେ ହରଭଙ୍ଗା ତହସିଲଦାର ବଳଦେବ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ହରଭଙ୍ଗା ବ୍ଲକ, ସ୍ଥାନୀୟ ସରପଞ୍ଚ ଉପସ୍ଥିତ ଥିଲେ l ତା ସହିତ ଉପ ଜିଲ୍ଲାପାଳ ମାଧପୁର ସେବାଶ୍ରମ୍ ବିଦ୍ୟାଳୟ ମଧ୍ୟ ପରିଦର୍ଶନ କରିଥିଲେ |
Read More News
T & CPrivacy PolicyContact Us