Download Now Banner

This browser does not support the video element.

ଝରିଗାଁ: ଟୁଟିଗୁଡା ଗ୍ରାମରେ ଏସଏସଜି ଗ୍ରୁପ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ

Jharigan, Nabarangpur | Jun 30, 2024
ଧାମନାଗୁଡା ପଂଚାୟତ ଅନ୍ତର୍ଗତ ଟୁଟିଗୁଡା ଗ୍ରାମର ଏସ ଏସ ଜି ଗ୍ରୁପ ମହିଳାମାନେ ଏକତ୍ରିତ ହୋଇ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆମ୍ବ, ପଣସ, ପିଜୁଳି, ସଜନାଗଛ ଭଳି ଅନେକ ବୃକ୍ଷ ରୋପଣ କରିଥିବା ଦେଖିବାକୁ ମିଳିଛି |ଗ୍ରାମର ୱାର୍ଡ ମେମ୍ବର ବଳିରାମ ଭତରା, ସିଆରପି ପୁଷ୍ପା ଭତରା ଓ ସିଆରପି ମଦନା ଭତରାଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା।
Read More News
T & CPrivacy PolicyContact Us