This browser does not support the video element.
ବୀରମହାରାଜପୁର: ଆସନ୍ତା ସୋମବାର ଦିନ ଦୂର୍ଯନତୈଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ ଜିଲ୍ଲାପାଲ ଏବଂ ଏସପି ମିଲିତ ଅଭିଯୋଗ ଶୁଣାଣୀ
Biramaharajpur, Subarnapur (Sonepur) | Aug 22, 2025
ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୂର୍ଯନତୈଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆସନ୍ତା ସୋମବାର ଅର୍ଥାତ୍ 25 ତାରିଖ ଦିନ ଜିଲ୍ଲାପାଲ ଏବଂ ଏସପି ମିଳିତ ଅଭିଯୋଗ ଶୁଣାଣୀ ଶିବିର ହେବା ନେଇ ଆଜି ସନ୍ଧ୍ୟା 7 ଘଣ୍ଟା ସମୟରେ ଭରପ୍ରପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରି ସୂଚନା ଦେଇଛନ୍ତି l ଉକ୍ତ ଦିନ ପୂର୍ବାହ୍ନ 10ତାରୁ ଶିବିରରେ ଜିଲ୍ଲା ପାଲ ଡ ନୃପରଜ ସାହୁ ଏବଂ ଏସପି ନାରାୟଣ ନାଏକ ଯୋଗଦେଇ ଜନସାଧାରଣ ଙ୍କ ଅପତୀ ଆ ଅଭିଯୋଗ ଶୁଣିବେ l ଏଣୁ ଜନସାଧାରଣ ଜିଲ୍ଲାପାଳ ଏବଂ ଏସପିଙ୍କ ଶୁଣାଣିରେ ନିର୍ଧାରିତ ସମୟ ମଧ୍ୟରେ ପହଂଚି ନିଜର ଅପତୀ ଅଭିଯୋଗ କରି ପାରିବେ ବୋଲି ସୂଚନା ଦିଆଯାଇଛି l