This browser does not support the video element.
ବୌଦ୍ଧ ସଦର: ବାଲିଜୋରୀ ୟୂଜିଏମଇ ସ୍କୁଲରେ ବନ ମହୋତ୍ସବ, ଯୋଗଦେଲେ ଗୋଷ୍ଠୀ ଶିକ୍ଷାଧିକାରୀ
Baudh Sadar, Boudh (Bauda) | Aug 23, 2025
ଶୁକ୍ରବାର ଦିନ କଣ୍ଟାମାଳ ବ୍ଲକ ବାଲିଯୋରୀ ୟୂ ଜୀ ଏମ ଇ ସ୍କୁଲରେ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପ୍ରଧାନ ଶିକ୍ଷକ ଉଦ୍ଧବ ମହାଲିକଙ୍କ ସଭାପତିତ୍ବରେ ଆଯୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷାଧିକାରୀ ଅଶୋଭ ରଞ୍ଜନ ମାଳୀ ଯୋଗଦେଇ କାର୍ଯକ୍ରମ ଉଦଘାଟନ କରିଥିଲେ | ବନପାଳ ପ୍ରୀତି ଦନ୍ତା, ବୁଲି ବେହେରା, ସରପଞ୍ଚ ପଞ୍ଚାନନ ସାହୁ, ସଭାପତି ଅଶ୍ୱିନୀ ବିଶ୍ୱାଳ, ସାମ୍ବାଦିକ ରଞ୍ଜନ ପାତ୍ର ଓ ଦେବାଶିଷ ମଲ୍ଲିକ ଯୋଗ ଦେଇଥିଲେ |