Install App
belpahar_update
This browser does not support the video element.
ଝାରସୁଗୁଡା: ସାହାଜବାହାଲ ସ୍ଥିତ JSW ଉତ୍କଳ ଏନର୍ଜି ଲିମିଟେଡ଼ ଦ୍ବାରା ଜନବସତି ମଧ୍ୟରେ ରେଲେୱେ ସାଇଡିଙ୍ଗକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
Jharsuguda, Jharsuguda | Sep 13, 2025
ସାହାଜ ବାହାଲ ସ୍ଥିତ JSW ଉତ୍କଳ ଏନର୍ଜି ଲିମିଟେଡ଼ ଦ୍ବାରା ଜନବସତି ମଧ୍ୟରେ ରେଲେୱେ ସାଇଡିଙ୍ଗ କୁ ବନ୍ଦ କରିବା ସମ୍ବନ୍ଧରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ l ଆଜି ଶନିବାର ଅପରାହ୍ନ ପ୍ରାୟ ୧ ଟାରେ ସ୍ଥାନୀୟ ଅଂଚଳବାସୀ ଅତିରିକ୍ତ ଜିଲ୍ଲାପାଳ ଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି l ଜେଏସ୍ ଡବ୍ଲୁ କମ୍ପାନୀ ତେଲେନପାଲି, କୁଶ୍ରାଲୋଇ ଓ ଦଳଗାଁ ପଞ୍ଚାୟତର ଜନବସତି ନିକଟରେ ଏକ ରେଲେୱେ ସାଇଡିଙ୍ଗ ରାସ୍ତା ସମ୍ପସରଣ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!