Download Now Banner

This browser does not support the video element.

ଧର୍ମଗଡ: ଧନପୁର ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ଅମୃତ ମାତୃ ପିତୃ କାର୍ଯ୍ୟକ୍ରମରେ ଯୋଗ ଦେଲେ କଲମପୁର ତହସିଲଦାର

Dharamgarh, Kalahandi | Aug 24, 2025
ରବିବାର ଅପରାହ୍ନରେ ଧନପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅମୃତ ମାତୃ ପିତୃ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି . ଭାବନିପାଟଣା ମେସର୍ସ ମନୋହରଲାଲ, ନେତାଜୀ ସେବା ସଂଗଠନ, ଧନପୁର ପ୍ରଡ୍ୟୁସର ଗୃପ୍, ପ୍ରଫେସର ଭୁବନେଶ୍ଵର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ର୍ଯ୍ୟକ୍ରମରେ ସଂଗଠନର ସଭାପତି ସଞ୍ଜୀବ ଠାକୁର ଅଧ୍ୟକ୍ଷତାକରିଥିଲେ . କଲମପୁର ତହସିଲଦାର ସ୍ମରଣୀକା ତୁଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us