Download Now Banner

This browser does not support the video element.

ସୁନ୍ଦରଗଡ ସହର: ଟାଉନ୍ ପୋଲିସ ଦ୍ବାରା ଖମାରୀ ପଡ଼ାରୁ ତିନି ଜୁଆଡି ଗିରଫ

Sundargarh Town, Sundargarh | Aug 22, 2025
ଆଜି ଅଗଷ୍ଟ 22 ତାରିଖ ଶୁକ୍ରବାର ସନ୍ଧ୍ୟା 7 ଟା ପାଖାପାଖି ସମୟରେ ଟାଉନ ପୋଲିସ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଖମାରୀ ପଡ଼ାର ଏକ ନିର୍ଦ୍ଦିଷ୍ଟ ଜୁଆ ଆଡ୍ଡା ଚଢାଉ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ 1850 ଟଙ୍କା, 4 ଟି ମୋବାଇଲ ଫୋନ, ଗୋଟିଏ ସ୍କୁଟି, ଦୁଇଟି ବାଇକ୍ ଓ ଗୋଟିଏ ଏର୍ତୀଗା କାର ଓ ଗୋଟିଏ ପ୍ୟାକେଟ ତାସ ଜବତ କରିଛନ୍ତି। ତେବେ ପୋଲିସର ଏହି ଚଢାଉ ସମୟରେ କୌଶଳ କ୍ରମେ ଆହୁରି କେତେଜଣ ଯୁଆଡି ଫେରାର ହୋଇ ଯାଇଥିବା ଜଣା ପଡ଼ିଛି। ଅପରପକ୍ଷେ ଏ ନେଇ ଟାଉନ ଥାନା କେଶ ନମ୍ୱର 362 ରେ ଏକ ମାମଲା ରୁଜ୍ଜୁ କରି 3 OPG Act ରେ ଅଧିକ ତଦନ୍ତ ଜା
Read More News
T & CPrivacy PolicyContact Us