Install App
anilprusti
This browser does not support the video element.
ଜୁଜୁମୁରା: ଯୁଯୋମୁରା ସ୍ଥିତ ଲିଟିଲ ଫ୍ଲାୱାର ପବ୍ଲିକ ସ୍କୁଲ ଠାରେ ମେଗା ରକ୍ତଦାନ ଶିବିର , ୨୫୨ ୟୁନିଟ ରକ୍ତ ସଂଗ୍ରହ
Jujomura, Sambalpur | Sep 2, 2025
ଯୁଯୋମୁରା ସ୍ଥିତ ଲିଟିଲ ଫ୍ଲାୱାର ପବ୍ଲିକ ସ୍କୁଲ ଠାରେ ମଙ୍ଗଳବାର ସକାଳେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରି ଦେଖାଇଛି ନିଜର ମହାନତା। ବହୁ ଯୁବ ସମାଜ ସହିତ ସ୍କୁଲ ଶିକ୍ଷାର୍ଥୀଙ୍କ ଅବିଭାବକ ଓ ଅଭିଭାବିକା ମାନେ ରକ୍ତଦାନ କରି ୨୫୨ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଜିଲ୍ଲା ରେଡ଼କ୍ରସ ଓ ସମାଜସେବୀ ଅନୁଷ୍ଠାନ ସମୂହ ଏଥିରେ ସହଯୋଗ କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!