Download Now Banner

This browser does not support the video element.

ନୟାଗଡ: ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ନିଳପଲି ମାଦ୍ରାସା ସ୍କୁଲ ରେ ଜଣେ ନାବାଳିକାଙ୍କୁ ମଡର ଘଟଣାରେ ସାମ୍ୱାଦିକ ସମ୍ମିଳନୀ

Nayagarh, Nayagarh | Sep 6, 2025
ନିଳପଲି ମାଦ୍ରାସା ସ୍କୁଲ ରେ ଜଣେ ନାବାଳିକାଙ୍କୁ ମଡର ଘଟଣାରେ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ। ସୂଚନା ମୁତାବକ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ନିଳପଲି ମାଦ୍ରାସା ସ୍କୁଲ ରେ ଜଣେ ନାବାଳିକାଙ୍କୁ ମଡରଘଟଣାରେ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ କରି ହତ୍ୟା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ରଖିଛନ୍ତି।
Read More News
T & CPrivacy PolicyContact Us