This browser does not support the video element.
ଟିଟିଲାଗଡ: ହଜି ଯାଇଥିବା ପର୍ସକୁ ମାଲିକଙ୍କୁ ଫେରଇଲା ଟିଟିଲାଗଡ଼ ଆରପିଏଫ ପୋଲିସ
Titlagarh, Balangir | Aug 26, 2025
ଗତ ୨୫ ତାରିଖ ଦିନ ଟ୍ରେନ ନମ୍ବର ୨୨୮୨୭ ରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ପର୍ଶ ଛାଡ଼ି ହୋଇଯାଇଥିଲା। ପର୍ଷ ଭିତରେ ତିନି ହଜାର ଟଙ୍କା ସହ ଅନ୍ୟାନ୍ୟ କାଗଜପତ୍ର ଥିଲା। ସେହି ପର୍ଶକୁ ଆଜି ଅପରାହ୍ନ ୨.୩୦ ସମୟରେ ଆର ପି ଏଫ ଥାନା ସମ୍ମୁଖରେ ତାହାର ପ୍ରକୃତ ମାଲିକଙ୍କୁ ଫେରାଇ ଦିଆଯାଇଛି।