This browser does not support the video element.
ସଦର: ବିପଦ ସଂକୁଳ ଅବସ୍ଥାରେ ତେଲ ନଦୀ ତୁର୍କେଲ ବ୍ରିଜ୍ ବାଇକ୍ ବ୍ରିଜ୍
Sadar, Kalahandi | Oct 9, 2025
ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ତେଲ ନଦୀ ତୁର୍କେଲ ବ୍ରିଜ୍ ଦେଇ ଯାନ ବାହାନ ଚଳାଚଳ ବନ୍ଦ କରାଯାଇଛି। କେବଳ ବାଇକ୍ ବ୍ୟତୀତ ଅନ୍ୟ ଯାନ ବାହାନ ଚଳାଚଳ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ଗୁରୁବାର ସକାଳେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକମାନଙ୍କୁ ସୂଚନା ଦିଆଯାଇଛି।