Install App
kishore85153
This browser does not support the video element.
ସୁନ୍ଦରଗଡ ସହର: ସରକାରୀ ମହିଳା ମହାବିଦ୍ୟାଳୟ ନିକଟ ରୁ ଓ ଦୈନିକ ବଜାର ନିକଟରୁ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ଦୁଇ ଜଣ ବାଇକ୍ ଚାଳକ ଟାଉନ ଥାନାରେ ଅଟକ ସୂଚନା
Sundargarh Town, Sundargarh | Sep 8, 2025
ସୁନ୍ଦରଗଡ ସୋମବାର ରାତି ୯ ଟା ସମୟର ସୂଚନା ଅନୁଯାୟୀ ସରକାରୀ ମହିଳା ମହାବିଦ୍ୟାଳୟ ନିକଟ ରୁ ଓ ଦୈନିକ ବଜାର ନିକଟରୁ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ଦୁଇ ଜଣ ବାଇକ୍ ଚାଳକ ଟାଉନ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି
Share
Read More News
T & C
Privacy Policy
Contact Us
Your browser does not support JavaScript!