Download Now Banner

This browser does not support the video element.

ଯାଜପୁର: ଏନଏସି ନାଁରେ ବିଜେଡି କରୁଛୁ ରାଜନୀତି,ପାଣିକୋଇଲିରେ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କଲେ କୋରେଇ ମଣ୍ଡଳ ସଭାପତି

Jajapur, Jajpur | Sep 6, 2025
ଏନଏସି ନାଁରେ ବିଜେଡି କରୁଛୁ ରାଜନୀତି,ପାଣିକୋଇଲିରେ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କଲେ ମଣ୍ଡଳ ସଭାପତି ପ୍ରମୋଦ କୁମାର ସାହୁ l ପାଣିକୋଇଲି କୁ ଏନଏସି ମାନ୍ୟତା ଘୋଷଣା ପାଇଁ ଆଜି ବିଜେଡି ପକ୍ଷରୁ ଦାବୀ କରି ବିକ୍ଷୋଭ କରାଯାଉଛି l ଯାହାକୁ ପ୍ରତିବାଦ କରିଛି କୋରେଇ ବିଜେପି l ବିଜେଡି ଏନଏସି ନାଁ ରେ ରାଜନୀତି କରୁଛି l ଯଦି ବିଜେଡିର ଇଚ୍ଛାଶକ୍ତି ଥିଲା ବିଗତ ସାରଳାରରେ କାହିଁ କି ଏନଏସି ପାଇଁ ବିଜ୍ଞପ୍ତି ଜାରି କଲେନାହିଁ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ପ୍ରଶ୍ନ କରିଛନ୍ତି କୋରେଇ ମଣ୍ଡଳ ସଭାପତି ଶ୍ରୀ ସାହୁ l
Read More News
T & CPrivacy PolicyContact Us