Install App
ganesh35991
This browser does not support the video element.
ହିଞ୍ଜିଳି: ପୌରାଞ୍ଚଳ ସିନେମାହଲ ଛକ ନିକଟରେ ପୂଜା ମଣ୍ଡପରେ ପୂଜା ପାଉଥିବା ବିଶ୍ଵକର୍ମା ଠାକୁରଙ୍କ ବିସର୍ଜନ ଶୋଭାଯାତ୍ରା ରେ ଦୁଲିକିଲା ହିଞ୍ଜିଳି କାଟୁ
Hinjili, Ganjam | Sep 21, 2025
ହିଞ୍ଜିଳିକାଟୁ ପୌରାଞ୍ଚଳ ସିନେମା ହଲ ଛକ ନିକଟରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ ବଢେଇକୁଳ ପୂର୍ବଖଣ୍ଡ ତାଲୁକା ତରଫରୁ ଅସ୍ଥାୟୀ ମଣ୍ଡପରେ ଗତ ୧୭ ତାରିଖ ଠାରୁ ପୂଜା ପାଇ ଆସୁଥିବା ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ରବିବାର ମେଲାଣୀ ଦିଆଯାଇଛି। ରବିବାର ସନ୍ଧ୍ୟାରେ ଏକ ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଢୋଲ, ମହୁରୀ, ଘଣ୍ଟ ଶବ୍ଦ ସମେତ ସଙ୍ଗୀତର ତାଳେ ତାଳେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ (ବଢେଇକୁଳ)ପୂର୍ବଖଣ୍ଡ ତାଲୁକାର ଉପସ୍ଥିତ ସମସ୍ତ ବଢେଇକୁଳ ଭାଇ ଓ ସଦସ୍ୟମାନେ ଉପସ୍ଥିତ ଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!