This browser does not support the video element.
ନୂଆପଡା: ନୂଆପଡ଼ା ଠାରେ ଜିଲ୍ଲା ପ୍ରାଥମିକ କୃଷି ସମବାୟ ସମିତିରେ ୟୁରିଆ ସାର ବିକ୍ରୀ, କୃଷକ ମାନେ ସାର କ୍ରୟରେ ବ୍ୟସ୍ତ
Nuapada, Nuapada | Sep 1, 2025
ନୂଆପଡ଼ା ଜିଲ୍ଲା ଥିବା ୨୬ ଗୋଟି ପେକ୍ସ ମଧ୍ୟରୁ ୨୪ ଗୋଟି ପେକ୍ସରେ ସାର ବିକ୍ରି ହେଉଥିବା ବେଳେ କୃଷକ ମାନେ ଲମ୍ବା ଧାଡ଼ିରେ ସାର ନେଉଥିବା ଦେଖାଯାଉଛନ୍ତି। ଜିଲ୍ଲାକୁ ଯୋଗାଣ ହୋଇଥିବା ୨୬,୯୦୦ ବସ୍ତା ୟୁରିଆ ସାର ଯୋଗାଣ ହୋଇଥିବା ବେଳେ ବିଭିନ୍ନ ପେକ୍ସ ଏବଂ ଘରୋଇ ଡିଲରକୁ ମିଶାଇ ୟୁରିଆ ସାର୍ ଯୋଗାଣ ହୋଇଅଛି। ନୂଆପଡ଼ା ବ୍ଲକକୁ ୭ ହଜାର ବସ୍ତା ଆସିଥିବା ବେଳେ କୋମନା ବ୍ଲକକୁ ୭,୭୦୦ ବସ୍ତା, ବୋଡେନ ବ୍ଲକକୁ ୩୧୫୦, ଖଡିଆଳ ବ୍ଲକକୁ ୪,୨୦୦ ଓ ସିନାପାଲି ବ୍ଲକକୁ ୪,୯୦୦ ବସ୍ତା ୟୁରିଆ ସାର ଯୋଗାଣ ହୋଇଥିବା ନେଇ ଯୋଗାଣ ଅଧିକାରୀ ଆଜି ୧୨ ଟାରେ ସୂଚନା ଦେଇଛନ୍ତି।