This browser does not support the video element.
ପୋଲସରା: କଳମ୍ବ ଗ୍ରାମରେ ରାଜଶ୍ରୀ ବଳାସୀ ସମାଜ ପକ୍ଷରୁ ଗୋଟିଏ ପରିବାରକୁ ବାସନ୍ଦ ଅଭିଯୋଗ,ଥାନାରେ ମାମଲା ରୁଜୁ
Polasara, Ganjam | Sep 12, 2025
ଗଞ୍ଜାମ ଜିଲ୍ଲା ପୋଲସରା ଥାନା କଳମ୍ବ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସଭ୍ୟ ସମାଜରେ ଅସଭ୍ୟ ଘଟଣା ଆଲୋଡନ ସୃଷ୍ଟି କରିଛି ।କଳମ୍ବ ଗ୍ରାମର ଅଚ୍ୟୁତ ପ୍ରଧାନମାନଙ୍କ ଜଣେ ବ୍ୟକ୍ତି ଥାନାର ଦ୍ୱାରସ୍ଥ ହୋଇ ଏହିଭଳି ଅଭିଯୋଗ କରିଛନ୍ତି କି, ଆମ ପରିବାରର କୌଣସି ଭୁଲ ନଥାଇ ଆମ ପରିବାରକୁ ରାଜଶ୍ରୀ ବଳାସୀ ସମାଜ ପକ୍ଷରୁ ବାସନ୍ଦ କରାଯିବା ସହ ବୈଠକ ବାବଦକୁ ୩ହଜାର୮ସହ ଏକ ଟଙ୍କା ଅର୍ଥ ରାଶି ଦିଅ ବୋଲି ସମାଜ ପକ୍ଷରୁ ମଗା ଯାଇଛି । ସମାଜ ପକ୍ଷରୁ କୌଣସି ସୁଫଳ ନମିଳିବାରୁ ବାଧ୍ୟହୋଇ ଥାନାର ଦ୍ୱାରସ୍ଥ ହେଲୁ ବୋଲି ଅଭିଯୋଗ କରିଛନ୍ତି ଅଚ୍ୟୁତ ।