Download Now Banner

This browser does not support the video element.

ଅମ୍ବାଭୋନା: ବିସ୍ଥାପିତ କୁରୁମକେଲ,ରେଙ୍ଗାଲି ଓ ଭୁତୁଲୀ ଗ୍ରାମର ନୁତନ ବିସ୍ଥାପିତ ସ୍ଥାନରେ ରାସ୍ତା ତିଆରି ଅତି ନିମ୍ନମାନର ଅଭିଯୋଗ, ଦେଖନ୍ତୁ ମତାମତ

Ambabhona, Bargarh (Baragarh) | Sep 12, 2025
ବରଗଡ ଜିଲ୍ଲା ଅନ୍ତର୍ଗତ ଅମ୍ବାଭୋନା ବ୍ଲକ ର ବିସ୍ଥାପିତ ହୋଇଥିବା କୁରୁମକେଲ,ରେଙ୍ଗାଲୀ ଓ ଭୁତୁଲୀ ର ଗ୍ରାମବାସୀଙ୍କ ପାଇଁ ସରକାର ଙ୍କ ଦ୍ବାରା ଦିଆଯାଇଥିବା ନୁତନ ସ୍ଥାନରେ ଗ୍ରାମବାସୀ ମାନେ ଘରତିଆରି କରୁଛନ୍ତି । କିନ୍ତୁ ଏହି ନୁତନ ଭାବେ ଏହି 3 ଟି ଗ୍ରାମର ଲୋକେ ଯେଉଁ ଯାଗାରେ ଘର ତିଆରି କରୁଛନ୍ତି ସେହି ସ୍ଥାନରେ ଠିକାଦାର ଙ୍କ ନିମ୍ନମାନର ରାସ୍ତା କାମ ଯୋଗୁଁ ରାସ୍ତା କାମ ସଂପୂର୍ଣ୍ଣ ନ ହେଉଣୁ ରାସ୍ତାର ଅନେକ ସ୍ଥାନରେ ଦବି ଯାଇଛି, ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି ,ସ୍ଲାପ୍ ଗୁଡିକ ଏବେଠୁ ଅନେକ ଭାଙ୍ଗି ଯାଇଛି । ଆଜି 2 PM ନିଆଯାଇଥିବା ଗ୍ରାମବାସୀଙ୍କ ମତାମତ ଦେଖନ୍ତୁ
Read More News
T & CPrivacy PolicyContact Us