This browser does not support the video element.
ଲାଞ୍ଜିଗଡ: ମନସନ୍ତରା ଜଙ୍ଗଲ ରେ ନିଖୋଜ ବୃଦ୍ଧଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା ହତ୍ୟା ଅଭିଯୋଗରେ ୩ ଅଭିଯୁକ୍ତ କୋର୍ଟ ଚାଲାଣ ।
Lanjigarh, Kalahandi | Sep 1, 2025
ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଥାନା ଅନ୍ତର୍ଗତ ମନସ୍ତରା ଗାଁର ବୃଦ୍ଧ ଏକୁନା ମାଝୀଙ୍କୁ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ତିନି ଅଭିଯୁକ୍ତ ମନସ୍ତରା ଗାଁର ନରେଶ ମାଝୀ ଚକ୍ର ମାଝୀ (ଓ ମୁରଲୀ ମାଝୀଙ୍କୁ କୋର୍ଟ ଚାଲାଣ କରିଛି ବିଶ୍ଵନାଥପୁର ପୁଲିସ।ଜାମିନ ଆବେଦନ ନାମଞ୍ଜୁର ହେବାରୁ ତିନିଜଣଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି I ସୂଚନାନୁସାରେ ଲାଞ୍ଜିଗଡ଼ ବ୍ଳକ ବେଡାଗାଁ ପଞ୍ଚାୟତ ମନସ୍ଥରା ଗାଁର ବୃଦ୍ଧ ଏକୁନା ମାଝୀ କିଛି ଦିନ ତଳେ ନିଖୋଜ ଥିଲେ। ମନସ୍ତରା ଗାଁର ନରେଶ ମାଝୀ,ଚକ୍ର ମାଝୀ ଓ ମୁରଲୀ ଗୁଣି ଗାରେଡି ସନ୍ଦେହ ହତ୍ୟା କରିଥିବା ସୁଚନା