Download Now Banner

This browser does not support the video element.

ଅନୁଗୋଳ: ତୁରଙ୍ଗ ଗ୍ରାମରେ ଥିବା ମା ବ୍ରାହ୍ମଣୀ ଦେବୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ

Anugul, Angul | Aug 31, 2025
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଅନୁଗୋଳ ଥାନାର ତୁରଙ୍ଗ ଗ୍ରାମରେ ଥିବା ମା ବ୍ରାହ୍ମଣୀ ଦେବୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଛି। ମାଙ୍କ ଆଲମ ଦେହୁରୀଙ୍କ ଘରୁ ବାହାରି ଗାଁ ପରିକ୍ରମା କରି ମାଙ୍କ ପୀଠ ଠାରେ ପହଞ୍ଚିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ପୂଜା ହେଉଥିବା ବେଳେ ଏନେଇ ସ୍ଥାନୀୟ ଲୋକଙ୍କ ଠାରୁ ରବିବାର ସନ୍ଧ୍ୟା ପାଞ୍ଚଟା ବେଳେ ସୂଚନା ମିଳିଛି।
Read More News
T & CPrivacy PolicyContact Us