Install App
niranjan.gaan
This browser does not support the video element.
ପାରାଦୀପ: ପାରାଦୀପ ନିର୍ବାଚନମଣ୍ଡଳୀର କମ୍ୟୁନିଷ୍ଟ ପାର୍ଟିର ବିଧାୟିକା ପାର୍ଥିନୀ ହେଲେ ଚିନ୍ମୟୀ ସାହାଣୀ।
Paradip, Jagatsinghpur | Apr 22, 2024
ଆଜି ଦଳ ପକ୍ଷରୁ ଅପରାହ୍ନ ୩ଟା ସମୟରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।ପରେ ଚିନ୍ମୟୀ ସାହାଣୀ ପାରାଦୀପ ଗଡ ଲୋକନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଚିନ୍ମୟୀ ସାହାଣୀ ପୂଜାର୍ଚ୍ଚନା କରି ସମର୍ଥକଙ୍କ ନିକଟରେ ପହଞ୍ଚିଥିଲେ। ସମର୍ଥକଙ୍କ ମଧ୍ୟରେ ଏକ ପ୍ରକାର ଖୁସିର ଲହରୀ ଖେଳିଯାଇଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!