Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଡ଼ିଓ ଓ କ୍ରୋମା ରେକର୍ଡିଙ୍ଗ ଷ୍ଟୁଡ଼ିଓର ଉଦ୍ଘାଟିତ, ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ
Bhubaneswar M Corp, Khordha | Aug 31, 2025
ଆଜି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଡ଼ିଓ ଓ କ୍ରୋମା ରେକର୍ଡିଙ୍ଗ ଷ୍ଟୁଡ଼ିଓର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଛି ମାନ୍ୟବର ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି ଏହିସ୍ତୁଡିଓକୁ ସମସ୍ତେ ସରକାରୀ ସ୍ତରରେ ଓ ବେସରକି ସ୍ତରରେ ଅନଲାଇନ ମାଦ୍ୟମରେ ଭଡାକୁ ନେଇ ପାରିବେ ତାହା ସ୍ୱଛତାରା ସହ ହେବ
Share
Read More News
T & C
Privacy Policy
Contact Us
Your browser does not support JavaScript!