Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଅବକାରୀ ବିଭାଗ ଦ୍ୱାରା ରେଙ୍ଗାଲି ରେଳ ଷ୍ଟେସନ ନିକଟରରୁ ଗଞ୍ଜେଇ ଜବତ, ଜଣେ ଗିରଫ

Sambalpur M, Sambalpur | Sep 6, 2025
ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚାଲାଣର ଖବର ମିଳିବା ପରେ ଶନିବାର ରେଙ୍ଗାଲି ରେଳ ଷ୍ଟେସନ ନିକଟରେ ପେଟ୍ରୋଲିଂ ଓ ଚେକିଂ କରାଯାଉଥିଲା । ଚେକିଂ ସମୟରେ ବିହାର ରାଜ୍ୟର ସାରନ ଜିଲା ନିବାସୀ ପଙ୍କଜ କୁମାର ଯାଦବ ନାମକ ଜଣେ ଯୁବକଙ୍କୁ ସନ୍ଦେହ ଆଧାରରେ ଅଟକ ରଖି ଚେକିଂ କରାଯାଇଥିଲା l ଚେକିଂ ସମୟରେ ଏକ ବ୍ୟାଗରେ ୬ କିଗ୍ରା ୮ ଶହ ଗ୍ରାମ ଗଞ୍ଜେଇ ମିଳିଥିଲା । ଏଣୁ ଏକ ମାମଲା ରୁଜୁ କରି ଗଞ୍ଜେଇକୁ ଜବତ କରିବା ସହିତ ଯୁବକଙ୍କୁ ଗିରଫ କରାଯାଇ ଶନିବାର 6 ଟା ରେ ଅଦାଲତକୁ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।
Read More News
T & CPrivacy PolicyContact Us