Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ନଦୀ ଏନ ଏସି ଶାସ୍ତ୍ରୀ ଘାଟ ରୁ ଅଚିହ୍ନା ଶବ ଉଦ୍ଧାର

Bhadrak Rural, Bhadrak | Sep 7, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି NAC ଅଧିନ ବୈତରଣୀ ନଦୀ ଶାସ୍ତ୍ରୀଘାଟ ଘାଟରୁ ଏକ ଅଚିହ୍ନା ଶବ ଉଦ୍ଧାର କରାଯାଉଛି I ନଦୀରେକୂଳରେ ଏକ ଶବ ଭାସୁଥିବାର ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା I କେହିଜଣେ ଚାନ୍ଦବାଲି ଦମକଳ କେନ୍ଦ୍ରକୁ ଖବର ଦେବାପରେ ଦମକଳ ବାହିନୀ ପହଞ୍ଚି ନଦୀରୁ ଶବଟିକୁ ଉଧାର କରିଛି I ଚାନ୍ଦବାଲି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି I ଆଜି ଦିନ ୪.୩୦ ମିନିଟ ସମୟରେ ମୃତ ଦେହ ଭାସୁଥିବା ର ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us