Download Now Banner

This browser does not support the video element.

ନୟାଗଡ: ଖଣ୍ଡପଡା ଥାନା ଅଞ୍ଚଳରୁ ଗଞେଇ ଜବତ ଶହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ

Nayagarh, Nayagarh | Sep 11, 2025
ଅପରେସନ ପ୍ରହାର ର ବଡ ସଫଳତା। ଗଞେଇ ଜବତ ଦୁଇ ଗିରଫ। ସୁଚନ ମୁତାବକ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଖଣ୍ଡପଡା ଥାନା ଅଞ୍ଚଳରୁ ଗଞେଇ ଜବତ ଶହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ସୂଚନା ଥାଉକି ଜିଲ୍ଲାରେ ବର୍ତ୍ତମାନ ଅପରେସନ ପ୍ରହାର ରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଚାଲାଣ ଏବଂ ମାଦକ ଦ୍ରବ୍ୟକୁ ଜବତ ଶହ ଗିରଫ କରାଯାଉଛି। ତେବେ ଏ ନେଇ ଆଜି ଖଣ୍ଡପଡା ଅଞ୍ଚଳରେ ପୋଲିସ କୌଣସି ପ୍ରକାର ଖବର ପାଈ ଚଢ଼ାଉ କରିଥିଲା ଏ ନେଇ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।
Read More News
T & CPrivacy PolicyContact Us